"ଆମ୍ଭେ ନିଶ୍ଚିତ ଯେ, ଆମ ପାଖରେ ଥିବା ଦୀର୍ଘମିଆଦୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଦ୍ୱାରା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଢେଙ୍କାନାଳ କୁ ଆମେ ଦେଶର (ସର୍ବୋଚ୍ଚ)ଅଗ୍ରଗଣ୍ୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡିକର ସମକକ୍ଷ କରିପାରିବା।
ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଢେଙ୍କାନାଳ ଗୋଟିଏ ଶାନ୍ତ, ମନୋରମ ପରିବେଶରେ ଅବସ୍ଥିତ ଓ ଆଦର୍ଶ ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ।"
ଇଂ ସି ଏସ ତ୍ରିପାଠୀ
Govt ITI ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଅନୁଷ୍ଠାନ ଯାହା 1992ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ। ବୈଷୟିକ ଶିକ୍ଷା ଯୋଗାଇ ଦେବା ସହ ସର୍ବୋଚ୍ଚ ମାନଦଣ୍ଡର କୌଶଳ ପରିଚାଳନା ଓ ଉଦ୍ଭାବନ ଏବଂ ରକ୍ଷଣା ବେକ୍ଷଣରେ ନେତୃତ୍ୱ ପ୍ରଦାନ କରିବା ସଂସ୍ଥାର ମୂଳଲକ୍ଷ୍ୟ।
ଆମ ପ୍ରୋଗ୍ରାମ ଅଫିସର ସିଦ୍ଧାନ୍ତ, ସୁରକ୍ଷା, ଜ୍ଞାନ ଏବଂ ଶିକ୍ଷାଦାନ କରିବା ସହ ଅଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଆରୋପ କରନ୍ତି। ଆମର ଛାତ୍ର ଛାତ୍ରୀ ମାନେ ପେଷାଦାର ଅଧ୍ୟବସାୟୀ ଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ କାର୍ଯ୍ୟକ୍ରମ ଜରିଆରେ ତାଲିମ ପ୍ରାପ୍ତ, ଯାହା ସାମ୍ପ୍ରତିକ ପରିସ୍ଥିତିରେ ଉତ୍କୃଷ୍ଟ ଅଟେ।
ଅଧିକ ପଢନ୍ତୁପ୍ରତିଟି ଆଇଟିଆଇ ରେ ବିଶ୍ୱମାନର ଆଧାର ତିଆରି ହେବ |
ଆଇଟିଆଇ ମାନଙ୍କରେ ଅନ୍ତତଃ ଏକ- ତୃତୀଆଂଶ ଝିଅ ପଢିବ|
ଆଇଟିଆଇ ରୁ ତିଆରି ହେବ ଆଗାମୀ କଲି ର ଉଦ୍ୟୋଗୀ ଏବଂ ବିଶ୍ୱ ମାନର କର୍ମକୁଶଳୀ |
ଅଧିକ ପଢନ୍ତୁ- ଆମ ସବୁରି ଭିତରେ ରହିବ "ମାନବ - କେନ୍ଦ୍ରିକ" ଚିନ୍ତାଧାରା
- ସମସ୍ତେ "ଅନୁଶାସନ" ରେ ଚଲିବା
- "ସତ୍ୟନିଷ୍ଠ" ହେବା, ସତପଥରେ ଚାଲିବା
- ସବୁକାମ "ସହଯୋଗ" ର ସହ, ମିଳିମିଶି କରିବା
- ଆମର ପ୍ରତିଟି କାମରେ ସୃଜନଶୀଳତା ରହିବ
Fill The Below Form and Star Searching