ଅଧ୍ୟକ୍ଷଙ୍କ ବାର୍ତ୍ତା

"ଆମ୍ଭେ ନିଶ୍ଚିତ ଯେ, ଆମ ପାଖରେ ଥିବା ଦୀର୍ଘମିଆଦୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଦ୍ୱାରା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଢେଙ୍କାନାଳ କୁ ଆମେ ଦେଶର (ସର୍ବୋଚ୍ଚ)ଅଗ୍ରଗଣ୍ୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡିକର ସମକକ୍ଷ କରିପାରିବା।

ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଢେଙ୍କାନାଳ ଗୋଟିଏ ଶାନ୍ତ, ମନୋରମ ପରିବେଶରେ ଅବସ୍ଥିତ ଓ ଆଦର୍ଶ ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ।"

ଇଂ ସି ଏସ ତ୍ରିପାଠୀ

ସମ୍ବାଦ ଏବଂ ଘଟଣାବଳୀ

ଆଦର୍ଶ ସଫଳ ବ୍ୟକ୍ତିତ୍ୱ ସମୂହ

ଦିବ୍ୟଜ୍ୟୋତି ବେହେରା

Dibyajyoti Behera is the daughter of a small-time trader of Borapada Village in Dhenkanal district who wanted to get employed at the earliest to share the financial burden of her father...

Joining the industrial Training Institute, Dhenkanal, which was close home, was the best option for her after HSC. She did the Electricaian course but the institute also provided basic computer training along with technical education which helped her get a job easily. She completed the course in 2016 and is now a Data Entry Operator at the Block Office, Dhenkanal. Dibyajyoti is a hardworking girl and her family now looks up to her for everything.

ପ୍ରିୟଦର୍ଶିନୀ ପରିଡା

When Priyadarsini Parida of Gurudijhatia village in Cuttack district failed to score the marks she had expected in +2 Science, she knew joining at ITI would be the best for her as she lost the tempo...

to appear in other competitive examinations. She had the ardour for technical education and the Government ITI Dhenkanal gave her the opportunity to enhance her inherent potential. Today, Priyadarsini's family is happy with her decision. In two years, her course in Electronics Mechanic was complete (2010) and she got a job immediately. She is now a Hardware Faculty at CTTC, Bhubaneswar. Skill training at the ITI ensured a secure future for her.

ଅନୁଷ୍ଠାନ ସମ୍ବନ୍ଧରେପଦେ

Govt ITI ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଅନୁଷ୍ଠାନ ଯାହା 1992ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ। ବୈଷୟିକ ଶିକ୍ଷା ଯୋଗାଇ ଦେବା ସହ ସର୍ବୋଚ୍ଚ ମାନଦଣ୍ଡର କୌଶଳ ପରିଚାଳନା ଓ ଉଦ୍ଭାବନ ଏବଂ ରକ୍ଷଣା ବେକ୍ଷଣରେ ନେତୃତ୍ୱ ପ୍ରଦାନ କରିବା ସଂସ୍ଥାର ମୂଳଲକ୍ଷ୍ୟ।

ଆମ ପ୍ରୋଗ୍ରାମ ଅଫିସର ସିଦ୍ଧାନ୍ତ, ସୁରକ୍ଷା, ଜ୍ଞାନ ଏବଂ ଶିକ୍ଷାଦାନ କରିବା ସହ ଅଭ୍ୟାସ ଉପରେ ଅଧିକ ଗୁରୁତ୍ୱ ଆରୋପ କରନ୍ତି। ଆମର ଛାତ୍ର ଛାତ୍ରୀ ମାନେ ପେଷାଦାର ଅଧ୍ୟବସାୟୀ ଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ କାର୍ଯ୍ୟକ୍ରମ ଜରିଆରେ ତାଲିମ ପ୍ରାପ୍ତ, ଯାହା ସାମ୍ପ୍ରତିକ ପରିସ୍ଥିତିରେ ଉତ୍କୃଷ୍ଟ ଅଟେ।

ଅଧିକ ପଢନ୍ତୁ

ଆମ ଉଦ୍ଧେଶ୍ୟ

"ଦକ୍ଷତା ବିକାଶରେ ସାମାଜିକ ପରିବର୍ତନ |”-ଏହା ହିଁ ହେଉଛି ଆମର ଉଦ୍ଦେଶ୍ୟ ".

ଅଧିକ ପଢନ୍ତୁ

୨୦୨୦ ପାଇଁ ଆମ ଲକ୍ଷ୍ୟ

ପ୍ରତିଟି ଆଇଟିଆଇ ରେ ବିଶ୍ୱମାନର ଆଧାର ତିଆରି ହେବ |

ଆଇଟିଆଇ ମାନଙ୍କରେ ଅନ୍ତତଃ ଏକ- ତୃତୀଆଂଶ ଝିଅ ପଢିବ|

ଆଇଟିଆଇ ରୁ ତିଆରି ହେବ ଆଗାମୀ କଲି ର ଉଦ୍ୟୋଗୀ ଏବଂ ବିଶ୍ୱ ମାନର କର୍ମକୁଶଳୀ |

ଅଧିକ ପଢନ୍ତୁ

ଆମ ମୂଲ୍ୟବୋଧ

- ଆମ ସବୁରି ଭିତରେ ରହିବ "ମାନବ - କେନ୍ଦ୍ରିକ" ଚିନ୍ତାଧାରା

- ସମସ୍ତେ "ଅନୁଶାସନ" ରେ ଚଲିବା

- "ସତ୍ୟନିଷ୍ଠ" ହେବା, ସତପଥରେ ଚାଲିବା

- ସବୁକାମ "ସହଯୋଗ" ର ସହ, ମିଳିମିଶି କରିବା

- ଆମର ପ୍ରତିଟି କାମରେ ସୃଜନଶୀଳତା ରହିବ

ସୂଚନାଫଳକ

କ୍ୟାମ୍ପସ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆପ୍‌ରେଣ୍ଟାଇସିପ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଟେଣ୍ଡର୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ
ଆଡ୍‌ମିଶନ୍‌ ସୂଚନା
ସମ୍ପୂର୍ଣ୍ଣ ତଥ୍ୟ